୧୯୭୧ ରେ ତତ୍କାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୫ କୋଟି ବାଂଲାଦେଶୀ ମୁସଲିମ ଶରଣାର୍ଥୀଙ୍କୁ ବାଂଲାଦେଶ ନ ପଠାଇ ଭାରତରେ ଜବରଦସ୍ତି ଥଇଥାନ କରିଥିଲେ । ପରିଣାମ ସ୍ବରୂପ ଭାରତର ଅର୍ଥ ବ୍ୟବସ୍ଥା ଦୟନୀୟ ହୋଇଯାଇଥିଲା । ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ସରକାର ଭାରତବାସୀଙ୍କ ଉପରେ ୧୦ ଓ ୫ ପଇସାର ଶରଣାର୍ଥୀ ସହାୟତା କର ଲଗାଇଥିଲେ । ବନ୍ଧୁମାନେ ସେହି ସମୟରେ ୧୦ ଓ ୫ ପଇସାର ମୂଲ୍ୟ ବହୁତ କିଛି ଥିଲା, ଯାହା ରାଜସ୍ବ ଟିକେଟ ଓ ପୋଷ୍ଟାଲ ଟିକେଟ ରୂପେ ଆଦାୟ କରାଯାଉଥିଲା ।
ସେହି ସମୟରେ କଂଗ୍ରେସ ଦ୍ବାରା ହିନ୍ଦୁମାନଙ୍କ ଉପରେ ଲଗା ଯାଇଥିବା ସେହି କରର ଟିକେଟ ଦେଖନ୍ତୁ

