ଯାଜପୁର ସଦର, ୦୫ା୦୨: ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ସହିଷଣ୍ଢୀଆଣୀଙ୍କ ଯଜ୍ଞ ଅନୁଷ୍ଟିତ ହେବାକୁ ଯାଉଚି । ବିଶ୍ୱର କଲ୍ୟାଣ ମଙ୍ଗଳ ପାଇଁ ମାଙ୍କ ପାଖରେ ଯଜ୍ଞ କାର୍ଯ୍ୟ ଚଳିତ ମା ୦୬/୦୨/୨୦୨୪ ମଙ୍ଗଳବାର ଠାରୁ ତା ୦୯/୦୨/୨୦୨୪ ଶୁକ୍ରବାର ପର୍ଯ୍ୟନ୍ତ ୯ମ ବାର୍ଷିକ ଯଜ୍ଞ ମହୋତ୍ସବ ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ, ବରିଷ୍ଠ ପଣ୍ଡିତ ମନୋରଂଜନ ପତିଙ୍କ ତତ୍ୱାବଧାନରେ ମାଙ୍କର ଯଜ୍ଞ କାର୍ଯ୍ୟ ୩ଦିନ ଧରି ଅନୁଷ୍ଟିତ ହେଉଚି । ଏହ ଯଜ୍ଞ କାର୍ଯ୍ୟରେ ୩ଦିନ ଧରି ଅନୁଷ୍ଟି ହେଉଚି । ଏହ ଯଜ୍ଞ କାର୍ଯ୍ୟରେ ମାଙ୍କର ପରମ ଭକ୍ତ ମାନେ ଯୋଗଦେବା ଲାଗି ମା ସହିତ ଆଣି ଯଜ୍ଞ କମିଟି ପକ୍ଷରୁ ଗଣମାଧ୍ୟମକୁ ପୂଜା କମିଟିର ସଦସ୍ୟ ।ମନେ ନିବେଦନ କରିଛନ୍ତି । ଏହ ଅବସରରେ ମାଙ୍କ ପିଠରେ ଅଙ୍କୁରା ରୋପଣ, ଗୋପୂଜା, ସୂର୍ଯ୍ୟପୂଜା, ଘଟସ୍ଥାପନ କରିଯିବା ସହିତ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ କରାଯିବ । ମା ଦୃଶମାୟା ସହିଷଣ୍ଢୀଆଣୀ ଦେବୀଙ୍କ ଷୋଡ଼ଶ ଏବ ପଞ୍ଚ ଉପଚାରରେ ମାଙ୍କୁ ସଜାଯିବା ସହି ମାଙ୍କୁ ପଣ୍ଡତ ମାନଙ୍କ ବେଦ ଧ୍ୱନୀରେ କଳସ ଶୋଭାଯାତ୍ରା ବାହାର କରାଯାଇ ଯଜ୍ଞକୁଣ୍ଡରେ କଳସ ସ୍ଥାପନ କରାଯିବ । ଦେବୀଙ୍କର ଉପଚାର ପୂଜା ସହିତ ଚଣ୍ଡପାଠ କରଯିବା ସହିତ ମାଙ୍କର ବଡ଼ ସିଂହାର ପୂଜା ସହିତ ଚଣ୍ଡିପାଠ କରାଯିବା ସହି ମାଙ୍କର ବଡ଼ସିଂହାର ବେଶ ମାନଙ୍କୁ କରାଯାଇ ଚଣ୍ଡଯଜ୍ଞ ତା ୦୯/୦୨/୨୦୨୪ ଶୁକ୍ରବାର ପୂର୍ଣ୍ଣାହୁତିର କାର୍ଯ୍ୟକରାଯିବ ବୋଲି ସହିଷଣ୍ଢୀଆଣୀ ଯଜ୍ଞ କାର୍ଯ୍ୟ ଅନୁଷ୍ଟିତ ହେବ । ଏହି ଯଜ୍ଞରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗଦେବା ପାଇଁ କମିଟି ପକ୍ଷରୁ ନିବେଦନ କରାଯାଇଚି ।
ମା ସହିଷଣ୍ଢୀଆଣୀ ଯଜ୍ଞ ଅନୁଷ୍ଟିତ ହେବ
|
February 5, 2024 |