ମା ତାରିଣୀଙ୍କ ଯଜ୍ଞ ଅନୁଷ୍ଠିତ କରାଯାଉଛି

Spread the love

ଯାଜପୁର ସଦର, (ସନ୍ଧାନ ନ୍ୟୁଜ )୦୨/୦୧/୨୬: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡ଼ବାଲିକୁଦା ଗ୍ରାମରେ ମା ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ବାର୍ଷିକ ଉତ୍ସବ ଯଜ୍ଞ ଅନୁଷ୍ଠିତ କରାଯାଉଥିବା ବେଳେ, ପୂଜା କମିଟିର ସଦସ୍ୟ ମାନଙ୍କୁ ନେଇ ଯଜ୍ଞ କାର୍ଯ୍ୟ କରାଯାଉଚି । ପଣ୍ଡିତ ପ୍ରଭଞ୍ଜନ ପତିଙ୍କ ତତ୍ୱାବଧାନରେ ବରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ଶୋଡ଼ଷ ଉପଚାରରେ ମାଙ୍କୁ ପୂଜା କରାଯାଇ ଯଜ୍ଞ କାର୍ଯ୍ୟ ଅନୁଷ୍ଟିତ କରାଯାଇଥିବା ବେଳେ, ଗ୍ରାମର ଗ୍ରାମବାସୀ ମାନଙ୍କ ତତ୍ୱବଧାନରେ ଯଜ୍ଞକାର୍ଯ୍ୟ କରାଯାଉଥିବା ବେଳେ, ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନ କରାଯାଇ ପଣ୍ଡିତ ମାନଙ୍କ ବେଦଧ୍ୱନୀରେ ଗ୍ରାମ ପ୍ରକାମ୍ପିତ ହୋଇଥିବା ଭକ୍ତମାନଙ୍କୁ ଦର୍ଶନ କରିଥିଲେ ।

Related Posts

About The Author

Add Comment