ମା କୁସୁମାବତୀ ପୀଠରେ ଶାଳ ଚାରା ରୋପଣ

Spread the love

ଧର୍ମଶାଳା, ୧୯/୦୭ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଲିଗରି ସ୍ଥିତ ମାତୃପୀଠ ମା କୁସୁମାବତୀ ମନ୍ଦିର ନିକଟରେ ସମାଜସେବୀ ସନ୍ତୋଷ ସାହୁଙ୍କ ପ୍ରଚେଷ୍ଟାରେ ଚାରା ଚାରା ଲଗାଯାଇଛି । ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଶାଳ କାଠ ଏବଂ ଶାଳ ପତ୍ର ବ୍ୟବହାର ହୋଇଥାଏ । ମାତ୍ର ଏହି ଗଛ ଗୁଡିକ ଅଧିକ ମାତ୍ରାରେ ଗ୍ରାମଂଚଳରେ ମିଳୁନଥିବାରୁ ସେଥିପାଇଁ ଚାଳ ଚାରା ମନ୍ଦିର ନିକଟରେ ଲାଗାଇଥିବା ଶ୍ରୀ ସାହୁ ପ୍ରକାଶ କରିବା ସହିତ ଆଗମୀ ଦିନରେ ଅନ୍ୟନ ମନ୍ଦିର ନିକଟରେ ଶାଳା ଚାରା ଲାଗାଇବେ ବୋଲି ମତ ରଖିଛନ୍ତି ।

Related Posts

About The Author

Add Comment