ମହିଳା ସରକାରୀ ମହାବିଦ୍ୟାଳୟର ଏନସିସି ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସହିଦ ଦିବସ ଶୋଭାଯାତ୍ରା –
ମହିଳା ସରକାରୀ ମହାବିଦ୍ୟାଳୟର ଏନସିସି ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସହିଦ ଦିବସ ଶୋଭାଯାତ୍ରା –
Sandhan News |
January 31, 2021 |
ସୁନ୍ଦରଗଡ ୩୦/୦୧/୨୦୨୦ ( ସନ୍ଧାନ ନିଉଜ/ଶୁଭ୍ରାଂଶୁ ପଣ୍ଡା ) ସୁନ୍ଦରଗଡର ଏନସିସି ତରଫରୁ ଜାତୀୟ ସହିଦ ଦିବସ ଏବଂ ଜାତୀୟ ସ୍ୱଚ୍ଛତା ଦିବସ ପାଳନ କରI ଯାଇଛି I ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ସରକାରୀ ମହାବିଦ୍ୟାଳୟର ଏନସିସି ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ ଏବଂ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ I ସେମାନେ ସହିଦ ମାନଙ୍କୁ ସମ୍ବୋଧନ କରିବା ସଙ୍ଗେ ସଙ୍ଗେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ପାଇଁ ସମସ୍ତଙ୍କୁ ସତର୍କ କରାଇ ଥିଲେ l ସୁନ୍ଦରଗଡ ମହାବିଦୟାଳୟ ରୁ ଅନମୋଲ କେର୍କେଟା ଏବଂ ସରକାରୀ ମହିଳା ମହାବିଦ୍ୟାଳୟ ଝୁଲଣା ସିଂ ନେତୃତ୍ଵ ନେଇ ଶୋଭାଯାତ୍ରା କୁ ସମ୍ପନ୍ନ କରିଥିଲେ l ଶୋଭାଯାତ୍ରା ସରକାରୀ ମହିଳା ବିଦ୍ୟାଳୟ ରୁ ଆରମ୍ଭ ହୋଇ ହସ୍ପିଟାଲ ଛକ , ଡେଙ୍ଗୀବାଡି ରାସ୍ତା ଏବଂ ଶେଷରେ ଷ୍ଟାଡିୟମ ଦେଇ ଡିଆରଡିଏ ଛକ ରେ ଶେଷ ହେଲା I
Related Posts
About The Author