Homeଆନ୍ତର୍ଜାତୀୟଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବେ ତରଣଜୀତ ସିଂହ ସାନ୍ଧୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବେ ତରଣଜୀତ ସିଂହ ସାନ୍ଧୁ Sandhan News | January 15, 2020 | Spread the love ୱାଶିଂଟନ, ୧୫/୦୧/୨୦ (ସନ୍ଧାନ ନିଉଜ) : ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ତରଣଜୀତ ସିଂହ ସାନ୍ଧୁ ଦାୟିତ୍ୱ ନେବେ । ସେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନ ନେବେ । ହର୍ଷବର୍ଦ୍ଧନ ନିକଟରେ ଆମେରିକାରୁ ନୂଆଦିଲ୍ଲୀ ଫେରି ଆସିଥିବା ବେଳେ ସେ ଚଳିତ ମାସ ଶେଷ ସୁଦ୍ଧା ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । Related Posts ଶାନ୍ତି ଶୁଙ୍ଖଳାର ସହ ଶେଷ ହେଲା ରାମ୍ଭାଦେବୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା କାର୍ଯ୍ୟକ୍ରମ , ଆହୁରି ଅନେକ ବଂଚିତ ହେଲେ June 3, 2021 | Sandhan News | ଅଧିକ ପଢନ୍ତୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ March 1, 2026 | Manas Kumar Rout | ଅଧିକ ପଢନ୍ତୁ ସାପ କାମୁଡ଼ାରେ ମା ଓ ପୁଅ ମୃତ September 23, 2019 | Manas Kumar Rout | ଅଧିକ ପଢନ୍ତୁ ୪୨ ମୌଜ଼ା କଳପଡାରେ କାର୍ତ୍ତିକେଶ୍ୱର ପୂଜା ସମାପିତ December 5, 2020 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଶାନ୍ତି ଶୁଙ୍ଖଳାର ସହ ଶେଷ ହେଲା ରାମ୍ଭାଦେବୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା କାର୍ଯ୍ୟକ୍ରମ , ଆହୁରି ଅନେକ ବଂଚିତ ହେଲେ June 3, 2021 | Sandhan News | ଅଧିକ ପଢନ୍ତୁ
ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ March 1, 2026 | Manas Kumar Rout | ଅଧିକ ପଢନ୍ତୁ