ସୁନ୍ଦରଗଡ,୧୮/୧୨ (ସନ୍ଧାନ ନିଉଜ): ସୁନ୍ଦରଗଡ ବନଖଣ୍ଡ ଅଞ୍ଚଳରେ ଥିବା ବଡଗାଁ ବ୍ଲକର କିଞ୍ଜିରିକେଲା ଗ୍ରାମକୁ ଗତ ରାତିରେ କେତେ ହାତୀ ପଲଆସି ଉତ୍ପାତ ମଚାଇ ଗ୍ରାମରେ ରହୁଥିବା ବିଘ୍ନରାଜ ପଣ୍ଡାଙ୍କ ଘରକୁଭାଙ୍ଗି ଦେଇଥିବା ବେଳେ ଘରେରଖାଯାଇଥିବା ଧାନ ଓ ଚାଉଳକୁଖାଇ ଦେଇଥିଲେ । ଫେରିବାବେଳେ ହାତୀପଲ ଗ୍ରାମବାସୀମାନଙ୍କଧାନ ଓ ପନିପରିବା ଫସଲକୁପାଦରେ ଦଳି ନଷ୍ଟ ମଧ୍ୟ କରିଦେଇଥିବା ଜଣାପଡିଛି ।
ବଡ଼ଗାଁ ବ୍ଲକରେ ହାତୀ ଉତ୍ପାତ
|
December 18, 2019 |
