ଯାଜପୁର ସଦର, ୧୧/୩/୨୬ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ବରୀ ବ୍ଳକ୍ ଅନ୍ତର୍ଗତ ସ୍ୱାଇଁ ଖଣ୍ଡ ପଞ୍ଚାୟତ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ପ୍ରଚୁର ପରିମାଣରେ ବାଲି ମାଫିଆ ଲୁଟ୍ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ନିରବଦ୍ରଷଦ୍ରଷ୍ଟା ସାଜିଛି। ଟ୍ରାକ୍ଟରରେ ରାତିରେ ବାଲି ଚେ।ରା ଚାଲାଣ ହେଉଥିବା ବେଳେ ଖଣି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ବେଳେ ମାଫିଆ ମାନେ ବ୍ରାହ୍ମଣୀରୁ ବାଲି ଉଠାଇ ନିଜ କବ୍ଜାରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ ହ।ନି ହେଉଥିବା ବେଳେ ପ୍ରଶାସନ କୈ ।ଣସି କାର୍ୟ୍ୟ ନୁ ଷ୍ଠାନ କରୁନାହିଁ । ଏ ସଂପର୍କରେ ଗ୍ରାମବ। ସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଲେଣି ଜିଲ୍ଲାପାଳ ଦୃଷ୍ଟିଦେବାପାଇଁ ଦାବି କରଯାଉଛି।
ବ୍ରାହ୍ମଣୀ ନଦାରୁ ବାଲି ମାଫିଆ ମାନେ ବାଲି ଲୁଟ୍ କରୁଛନ୍ତି
|
March 11, 2026 |



