ଭୁବନେଶ୍ୱର, ୨୨/୦୬/୨୦ (ସନ୍ଧାନ ନିଉଜ) : ବିଭିନ୍ନ ଦୁନୀତିନେଇ କାକଟପୁର ଵିଜେପିର ସାମ୍ବାଦିକ ସମ୍ମିଳନୀ ରେ ଵଷିଲେ ପୂର୍ବତନ ଵିଧାୟକ ରଵି ମଲ୍ଲିକ । କାକଟପୁର ସ୍ଥିତ ମୋତି ମଣ୍ଡପ ରେ କ୍ବାରେଣ୍ଟାଈନ୍ ସେଣ୍ଟରରେ ଜିନିଷ କିଣା ରେ 50ଲକ୍ଷ ରୁ ଉଦ୍ଧ pc ନେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାର ବେହେରାଙ୍କ ସହ ଚେୟାରମ୍ୟାନ ସ୍ବାଧୀନ ନାୟକ।ଉଦାହରଣ ଦେଇ କହିଲେ ଖଟ କିଣା କେତେ ବିଲ୍ କେତେ ।ସାଧାରଣ ଜନତାକୁ ଭୋକୁଆ ବୁଲଉଛି ବିଜେଡି ସରକାର ।ଆହୁରି ମଧ୍ୟ କହିଲେ PDS ସାମଗ୍ରୀ ଚାରା ଦୁନୀତି କଳେକାରୀ ରେ ଵିଜେଡି ସରକାର ଜାଣତରେ ଚାଲିଛି ଏକ ମାସ ମଧ୍ୟରେ ଏହାର ନିରପେକ୍ଷ ତଦନ୍ତ କରାନଗଲେ ବିଜେପି ରାଜ ରାସ୍ତାକୁ ଯିବ ଅପରପକ୍ଷରେ ବିଜେଡ଼ି ର ଯୁବନେତା ଅଭୟ ସେଠୀ କହିଛନ୍ତି ଯଦି ସତ୍ ସାହସ ଅଛି ଦୁନୀତିର ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ଭିଜିଲାନ୍ସ କୁ ଯାଉ ଭୋକ ବିକଳରେ ତାଟିଆ କାମୁଡ଼ିଛି ବିଜେପି |
କାକଟପୁରରୁ ଅଲେଖ ବିଶ୍ବାଳ ଙ୍କ ରିପୋର୍ଟ



