ବିପୁଳ ପରିମାଣ ର ମଦ ଜବତ ଓ ଦୁଇ ଗିରଫ

Spread the love

କୁଆଖିଆ, ୨୧/୧୨(ସନ୍ଧାନ ନ୍ୟୁଜ) :- କୁଆଖିଆ ଥାନା ଅନ୍ତର୍ଗତ ମଧୁବନ ହାଟ ଉପରେ ଥିବା ଏକ ବେଆଇନ ମଦ ଦୋକାନ ଉପରେ କୁଆଖିଆ ପୁଲିସ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛି । ଏ ନେଇ କୁଆଖିଆ ଥାନାରେ ପୃଥକ ଭାବରେ ଦୁଇଟି ମାମଲା ରୁଜ୍ଜୁ ହୋଇଛି(୩୬୦/୧୯ ,୩୬୨/୧୯)। ମଧୁବନ ହାଟରୁ ବିଚିତ୍ରାନନ୍ଦ ବାରିକ ନିକଟରୁ ୩ ଲିଟର ୪୨୦ ମିଲି ଲିଟର ଅନ୍ୟଟି ଶ୍ରୀବନ୍ତପୁର ରେ ଥିବା ଛକ ରେ ଥିବା ଏକ ଦୋକାନ ରେ ଚଢାଉ ହୋଇଥିଲା ପାଖାପାଖି ୪ ଲିଟର ମଦ ଜବତ କରାଯାଇଛି ଓ ଅଜୟ ପ୍ରତିହାରୀ ଙ୍କୁ କୋର୍ଟ ଚାଲାଣ କରାଯାଇଅଛି ।

Related Posts

About The Author

Add Comment