ଭଦ୍ରକ: ରବିବାର ଦିନ ବାସୁଦେବପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ମାଧବାନନ୍ଦ ମଲିକ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବହୁ କଂଗ୍ରେସ କର୍ମୀଙ୍କ ସହ ସେ ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି। ତାଙ୍କ ସହିତ ପାଖାପାଖି ୧୦୦୦ରୁ ଉର୍ଧ୍ଵ କର୍ମୀ ମଧ୍ୟ ବିଜେପି ରେ ମିଶିଛନ୍ତି ବୋଲି ସୂଚନା ମିଳିଛି
ବିଜେପିରେ ଯୋଗ ଦେଲେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ମାଧବାନନ୍ଦ ମଲିକ
|
October 28, 2018 |



