ବାଲିସାହିରେ ୪୭ତମ ବାର୍ଷିକ ଦୋଳମେଲଣ

Spread the love

ଯାଜପୁର ୨୯/୩ (ସନ୍ଧାନ ନିୟୁଜ) – ଧର୍ମଶାଳା ବ୍ଳକ ଅଞ୍ଜିରା ପଞ୍ଚୟତର ବାଲିସାହି ଛକଠାରେ ୪୭ତମ ବାର୍ଷିକ ଦୋଳମେଲଣ ଅନୁଷ୍ଠିତ, ଆଠ ମୌଜା ସଂସ୍କୃତିକ ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି ଦୋଳମେଲଣ ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ସାମିଲ ହୋଇଥିଲେ ୧୫ଟି ରାଧାକୃଷ୍ଣ ବିମାନ, ସଂକୀର୍ତ୍ତନ, ଘୋଡାନାଚ, ମୀନାବଜାର ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଲେ ଦର୍ଶକ । କମିଟି ସଭାପତି ବଟକୃଷ୍ଣ ପଣ୍ତା ଓ ସମ୍ଫାଦକ କୃଷ୍ଣଚନ୍ଦ୍ର ସାହୁ ଓ କମିଟି ମେମ୍ବର ନେତ୍ୱତରେ ପରିଚାଳିତ ହୋଇଯାଇଛି ।

Related Posts

About The Author

Add Comment