ଯାଜପୁର ସଦର, : ୨/୩/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ହାଟ ମେଲଣ ଆସନ୍ତା ୮ ତାରିଖରେ ହେବାକୁ ଯାଉଥିବା ବେଳେ, ମଲଣ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟକରାଯାଇଥିବା ବେଲେ, ଏନେଇ ବହୁ ପୁରାତନ ରାଧାକାନ୍ତ ମେଲଣ ଉତ୍ସବ ଅନୁଷ୍ଟିତ ହେଉଚି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ରହ୍ମବରଦା ଥାନା ପୋଲିସ ପକ୍ଷରୁ ହଜାର ହଜାର ଦର୍ଶକଙ୍କ ସମାଗମକୁ ଆଖିଆଗରେ ରଖି ହୋଲି କମିଟି ପକ୍ଷରୁ ଆୟୋଜନ ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି । ପାନୀୟ ଜଳ ଆଲୋକ ପିରମଳ ସ୍ୱାସ୍ଥ୍ୟ ଉପରେ ଗୁରତ୍ୱ ଦିଆଯାଇଚି । ରାଧାକାନ୍ତ ମେଲଣ ବହୁ ପୁରାତନ ହୋଇଥିବାରୁ ଥାନପତି ରାଧାକାନ୍ତ ସୁସୋଜିତ ବିମାନରେ ମେଲଣ ପଡ଼ିଆକୁ ବିଜେ କରିବେ ।
ବହୁ ପୁରାତନ ରାଧାକାନ୍ତ ମେଲଣ ଅନୁଷ୍ଟିତ ହେବାକୁ ଯାଉଚି
|
March 2, 2026 |



