ବଦ୍ରି ମିଶ୍ରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

Spread the love

ପୁରୀ ୨୮/୧୦ (ସନ୍ଧାନ ନିୟୁଜ) ଓଡ଼ିଶାର ସୁନାମଧନ୍ୟ ବ୍ୟଙ୍ଗ କଥାକାର ତଥା ବିଶିଷ୍ଟ ସାମ୍ବାଦିକ ଏବଂ ସମାଜସେବୀ ବଦ୍ରି ମିଶ୍ର ଶ୍ରେଷ୍ଠ ଗୀତିକାର ଭାବେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପାଇବାକୁ ମନୋନୀତ ହୋଇଥିବା ଜଣାପଡିଛି ।ସେ ରକ୍ତ ଦେବାରେ 100ତମ ପାର ହୋଇଛନ୍ତି lଗଛ ଲଗେବାପାଇଁ ସମସ୍ତ କାମରେ 1ହୋଇଛନ୍ତି l ବହୁତ ସମ୍ମାନ ପାଇଛନ୍ତି lସେ ପୁରୀ ସର୍ବଦୟନଗରର ବାସିନ୍ଦା ହୋଇଥିବା ବେଳେ ନିଜକୁ ବିଭିନ୍ନ ସ୍ୱେଚ୍ଛାସେବୀ କାମରେ ଜଡିତ ରଖିଛନ୍ତି ! ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ପୁରୀ ଜିଲ୍ଲାବାସୀଙ୍କ ପକ୍ଷରୁ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନ୍ଦନର ସୁଅ ଛୁଟିଛି ।

ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହଙ୍କ ରିପୋର୍ଟ

Related Posts

About The Author

Add Comment