Homeଜିଲ୍ଲା ପରିକ୍ରମାସୁନ୍ଦରଗଡ଼ବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ତ ବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ତ Sundargada News | December 4, 2021 | Spread the love ସମ୍ବଲପୁର ତା ୦୩/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ଯୁଜୁମୁରା ବ୍ଲକ ଅନ୍ତର୍ଗତ ଗଡ଼ଲୋଇସିଂହ ପଞ୍ଚାୟତର ବଡ଼ପାଲ ଗ୍ରାମର ଗ୍ରାମବାସୀ ମାନେ ଗ୍ରାମରେ ବଡ଼ପାଲ ଛକରୁ ଗାଁକୁ ରାସ୍ତାଟିଏ ନାହିଁ ବୋଲି ଅଭିଯୋଗ କରିବା ସହିତ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଲାପାଳ କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। Related Posts କୋଟି କୋଟି ଟଙ୍କାରେ ନିର୍ମିତ ପାଣିପାଞ୍ଚାୟତ ର ବସୁଧା ଯୋଜନା ଅଚଳ ,ଗ୍ରୀଷ୍ମ ଦିନରେ ଲୋକେ ପାଣି ପାଇଁ ଡ଼ହଲ ବିକଳ April 10, 2022 | Sundargada News | ଅଧିକ ପଢନ୍ତୁ ମହାଶିବରାତ୍ରି ଦେଶର ସମସ୍ତ ସ୍ଥାନରେ ପାରମ୍ପାରିକ ଭାବରେ ପାଳିତ March 2, 2022 | Sundargada News | ଅଧିକ ପଢନ୍ତୁ ରାସ୍ତା ତିଆରି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟତିକ୍ରମ ଚିତ୍ର June 27, 2024 | Hemanta Bhainsa | ଅଧିକ ପଢନ୍ତୁ ସେଲ ସ୍ଥାପନା ଦିବସ: ସେକ୍ଟର-୨୨ ଏମ୍ପୋଲୟିଜ ପକ୍ଷରୁ ମିନି ମାରାଥନ January 24, 2020 | Manas Kumar Rout | ଅଧିକ ପଢନ୍ତୁ About The Author sandhan@sundargada@news More From This Author Add Comment Cancel reply Save my name, email, and website in this browser for the next time I comment.
କୋଟି କୋଟି ଟଙ୍କାରେ ନିର୍ମିତ ପାଣିପାଞ୍ଚାୟତ ର ବସୁଧା ଯୋଜନା ଅଚଳ ,ଗ୍ରୀଷ୍ମ ଦିନରେ ଲୋକେ ପାଣି ପାଇଁ ଡ଼ହଲ ବିକଳ April 10, 2022 | Sundargada News | ଅଧିକ ପଢନ୍ତୁ
ରାସ୍ତା ତିଆରି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟତିକ୍ରମ ଚିତ୍ର June 27, 2024 | Hemanta Bhainsa | ଅଧିକ ପଢନ୍ତୁ
ସେଲ ସ୍ଥାପନା ଦିବସ: ସେକ୍ଟର-୨୨ ଏମ୍ପୋଲୟିଜ ପକ୍ଷରୁ ମିନି ମାରାଥନ January 24, 2020 | Manas Kumar Rout | ଅଧିକ ପଢନ୍ତୁ