ପ୍ରତାପ ଷଢ଼ଙ୍ଗୀ ରାଜ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ
ନୂଆଦିଲ୍ଲୀ ୩୦/୫ (ସନ୍ଧାନ ନିୟୁଜ) ଆଜି ସଂନ୍ଧ୍ୟାରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତାପ ଷଢ଼ଙ୍ଗୀଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦେଶ-ବିଦେଶର ପ୍ରାୟ ୮୦୦୦ ଅତିଥିଙ୍କ ଉପସ୍ଥିତିରେ ପ୍ରତାପ ଷଢ଼ଙ୍ଗୀ ଶପଥ ଗ୍ରହଣ କରିଛନ୍ତି।
Related Posts
About The Author