ବାରିପଦା, 18.01.2021(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଡଦ୍ୟମ ହୋଇଥିବା ଜଣାପଡ଼ିଛି। ନିରଞ୍ଜନଙ୍କ କାର ଅଟକାଇ ୪ ଦୁର୍ବୃତ୍ତ ଆକ୍ରମର କରିବାକୁ ଉଦ୍ୟମ କରିଥିଲେ। କେନ୍ଦୁଝରର କାଶୀପୁରରେ ଏହି ଆକ୍ରମଣ ଉଦ୍ୟମ ହୋଇଛି। ତେବେ ଏନେଇ ନିରଞ୍ଜନଙ୍କ ପିଏସଓ ଓ ଡ୍ରାଇଭର ଟାଉନ୍ ଥାନାରେ ଏତଲା ଦେଇଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
|
January 18, 2021 |



