ବାରିପଦା, ୩୦.୦୧.୨୦୨୧(ସନ୍ଧାନ ନିଉଜ୍):- ସ୍ଥାନୀୟ ରଙ୍ଗାମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଥମିବାର ନାଁ ନେଉନାହିଁ । ଗତକାଲି ମେଡିକାଲ୍ କଲେଜ୍ରେ ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ହୋଇଥିବା ଆନ୍ଦୋଳନ ଓ ବିକ୍ଷୋଭର ତାତି ଆଜି ମଧ୍ୟ ଦେଖିବାକୁ ମିଳିଥିଲା। ଗତକାଲିର ଘଟଣାକୁ ନେଇ ଆଜି କଲେଜର କିଛି କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ସେମାନେ କଲେଜ୍ର ବିଭିନ୍ନ ସମସ୍ୟାକୁ ନେଇ ଡିଙ୍କ ସହିତ ଆଲୋଚନା କରିବାକୁ ଯାଇଥିବା ବେଳେ କିଛି କର୍ମଚାରୀ ପରିସରକୁ ଅଣଛାତ୍ର ଏବଂ ବାହାର ଲୋକଙ୍କୁ ଆଣି ସେମାନଙ୍କୁ ଆକ୍ରମଣ କରିଥିଲେ । ସେହିପରି ଡିଙ୍କ କାର୍ଯ୍ୟାଳୟ ପାଖ କର୍ମଚାରୀ କୋଠରୀକୁ କର୍ମଚାରୀମାନେ ହିଁ ଭଙ୍ଗାରୁଜା କରିଥିଲେ। ଫଳରେ କଲେଜ୍ ଛାତ୍ର ସଂସଦ ସଭାପତି ଅରବିନ୍ଦ ପ୍ରସାଦଙ୍କ ସମେତ ଏକାଧିକ ଛାତ୍ର ଆହତ ହୋଇଛନ୍ତି। ସେହିପରି ଆହତ ଏହି ଘଟଣାରେ କିଛି କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ଘଟଣାସ୍ଥଳରେ ବାରିପଦା ସଦର ଏସ୍ଡିପିଓ କେକେ ହରିପ୍ରସାଦଙ୍କ ଜିଲ୍ଲାପାଳଙ୍କ ସମେତ ସଦର ଥାନା ଆଇଆଇସି କହିବାକୁ । ପ୍ରେମଦା ନାୟକ ପହଞ୍ଚି ପରିସ୍ଥିତି ରୁମରେ ଉପରେ ନଜର ରଖିଛନ୍ତି । ଶାନ୍ତି ଶୃଙ୍ଖଳା କହିଥିଲେ। ରକ୍ଷା ନିମନ୍ତେ କଲେଜ୍ ପରିସରରେ ଆସିଥିବା । ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ଏନେଇ ପିଆରଏମ୍ ଡିଙ୍କ ପ୍ରତିକ୍ରିୟା ଏ ରୁମରେ ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ ; କଲେଜ୍ କ୍ୟାମ୍ପସ୍, ଛାତ୍ରାବାସରେ ମୌଳିକ ହଇରାଣ ସୁବିଧା ମିଳୁନଥିବା ଅଭିଯୋଗ କରି କରିଛନ୍ତି। ଏଠାରେ ଅଧ୍ୟୟନରତ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଗତକାଲି ଡିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ନ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ।
ପିଆରଏମ୍ ମେଡିକାଲ୍ରେ ତେଜିଲା ଛାତ୍ର ଅଶାନ୍ତି
|
January 30, 2021 |



