ପାଳିଆ ବିନ୍ଧା ପଞ୍ଚାୟତ ବଜାର ରେ ପାଲିତ ହେଲା ବାରିଷ୍ଟର ମଧୁସୂଦନ ଦାସ ଙ୍କ ଜନ୍ମ ଜୟନ୍ତୀ

Spread the love

ତିହିଡି ୨୯/୪/୨୬ (ସନ୍ଧାନ ନ୍ୟୁଜ )  ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ବଜାର ରେ ବାରି ଷ୍ଟର ମଧୁସୂଦନ ଦାସ ଙ୍କ ୧୭୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ସମାଜସେବୀ ସରୋଜ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ପୁର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ କୁମାର ବିଶ୍ଵାଳ,  ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଓଡିଶା ର ଉଦୀୟମାନ ଲେଖକ ଓ ସୁସୋ କଲେଜ ର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଖାମୁରାଇ। ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ପୁର୍ବତନ ତିହିଡ଼ି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାବାଜୀ ଚରଣ ଖିଲାର। ସ୍ଵତନ୍ତ୍ର ଅତିଥି ଭାବରେ ଯୋଗଦେଇ ଥିଲେ ବିଦୁ ରଂଜନ ମଲ୍ଲିକ ଓ ଓଡିଆ ସାହିତ୍ୟ କୁ ନିଜର ଆଧାର କରି ଥିବା ପ୍ରଧାନ ଶିକ୍ଷକ ଅଶ୍ୱିନୀ ମହାନ୍ତି, ଓ ବରିଷ୍ଠ ସମାଜସେବୀ ଗଜେନ୍ଦ୍ର ପଲେଇ ଉପସ୍ଥିତ ରହି ମୁଧୁ ବାବୁ ଙ୍କ ସଂପର୍କ ରେ ଆଲୋକ ପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମଣି ରାମ, ସେଠୀ, ଅମିୟ ରଞ୍ଜନ ମଲ୍ଲିକ, ଦୁଷ୍ମନ୍ତ କୁମାର ନାୟକ,, ପ୍ରବୀର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥଲେ ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୁକ ସନ୍ଧନ

Related Posts

About The Author

Add Comment