Homeଆନ୍ତର୍ଜାତୀୟପାକିସ୍ତାନ ପରୀକ୍ଷଣ କଲା ମିସାଇଲ ଗଜନବୀ ପାକିସ୍ତାନ ପରୀକ୍ଷଣ କଲା ମିସାଇଲ ଗଜନବୀ Manas Kumar Rout | January 25, 2020 | Spread the love ନୂଆଦିଲ୍ଲୀ : ପାକିସ୍ତାନୀ ସେନା ଗୁରୁବାର ଗଜନବୀ ନାମକ ଏକ ବାଲିଷ୍ଟିକ୍ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ କରିଥିବା ଦାବି କରିଛି। ଏହି ମିସାଇଲ ୨୯୦ କିମି ଦୂର ଯାଏଁ ଲକ୍ଷ୍ୟଭେଦ କରିପାରିବ। ପାକ୍ ସେନା କହିଛି ଊଭୟ ଦିନ ଓ ରାତିରେ ଏହି ମିସାଇଲର ବ୍ୟବହାର କରିବା ନେଇ ଅଭ୍ୟାସ କରାଯାଉଛି। Related Posts ୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍: ଅରାବଳକୁ ହରାଇ ବାଘସାହି ଫାଇନାଲରେ January 10, 2019 | Manas Kumar Rout | ଅଧିକ ପଢନ୍ତୁ ବଲାଙ୍ଗିରରେ ବିଭତ୍ସ ହତ୍ୟା, ବଡ଼ଭାଇକୁ ମାରି ଜଙ୍ଗଲରେ ପୋତିଦେଲା ସାନଭାଇ October 27, 2021 | Manas Kumar Rout | ଅଧିକ ପଢନ୍ତୁ ଦରଳିପାଲି ଏନଟିପିସି ଦ୍ଵିତୀୟ ୟୁନିଟ କାର୍ଯ୍ୟକ୍ରମ ଶୁଭାରମ୍ଭ ସଫଳ July 23, 2021 | Sandhan News | ଅଧିକ ପଢନ୍ତୁ ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ତରଫରୁ ଅନ୍ ଲାଇନ୍ ଆଲୋଚନା ମାଳା ଆୟୋଜିତ June 20, 2020 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍: ଅରାବଳକୁ ହରାଇ ବାଘସାହି ଫାଇନାଲରେ January 10, 2019 | Manas Kumar Rout | ଅଧିକ ପଢନ୍ତୁ
ବଲାଙ୍ଗିରରେ ବିଭତ୍ସ ହତ୍ୟା, ବଡ଼ଭାଇକୁ ମାରି ଜଙ୍ଗଲରେ ପୋତିଦେଲା ସାନଭାଇ October 27, 2021 | Manas Kumar Rout | ଅଧିକ ପଢନ୍ତୁ
ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ତରଫରୁ ଅନ୍ ଲାଇନ୍ ଆଲୋଚନା ମାଳା ଆୟୋଜିତ June 20, 2020 | Manas Kumar Rout | ଅଧିକ ପଢନ୍ତୁ