ପଲ୍ଲୀପ୍ରଭା ବିଦ୍ୟାୟନ ପରିଶରରେ ବାଦିପାଲା ଅନୁଷ୍ଟିତ ହୋଇଅଛି

Spread the love

ଯାଜପୁର ସଦର, ୧୮/୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା, ବଡ଼ବାଲିକୁଦା ପଞ୍ଚାୟତର ଜନକ ଗ୍ରାମରେ ସତ୍ୟନାରାୟଣ ପାଲା ଅନୁଷ୍ଟାନ ପକ୍ଷରୁ ମା ତାରିଣୀ କଳା ପରିଷଦ ଆନୁକୁଲ୍ୟରେ ସୋମବାର ଠାରୁ ବରିଷ୍ଠ ଗାୟକ ମାନଙ୍କୁ ନେଇ ପଲ୍ଲୀପ୍ରଭା ବିଦ୍ୟାୟନ ପରିଶରରେ ଗାୟକ ଶ୍ରୀଯୁକ୍ତ ଯୁଧିଷ୍ଠିର ପରିଜା ଏବଂ ଗାୟକ ଶ୍ରୀଯୁକ୍ତ ପର୍ଶୁରାମ ପଣ୍ଡା ଙ୍କ ସହିତ ସାଥିଙ୍କ ଦ୍ୱାରା ଉଚ୍ଚ କୋଟିର ପାଲା ପରିବେଷଣ କରାଯାଉଥିବା ବେଳେ, ବୋହୁ ସାହିତ୍ୟ ପ୍ରେମୀ ପାଲା ପ୍ରେମୀ ସାହିତ୍ୟ ଅନୁରାଗୀ ମାନେ ଯୋଗ ଦେବା ସହିତ ଏହି ବାଦି ପାଲା ପରିବେଷଣ ବିଭିନ୍ନ ଅଳଙ୍କାରେ ଦେଇ ପୁରାତନ କବୀ ମାନଙ୍କ ଲେଖନିରୁ ବିଷୟ ବସ୍ତୁ ଉପସ୍ଥାପନ କରାଯାଉଚି । ତିନି ଦିନ ଧରି ବାଦିପାଲାର ଆଜି ଉଦ୍ଦଯାପନ ଦିବସ ଅବସରରେ ପାଲା ଅନୁଷ୍ଠାନର କର୍ମକର୍ତ୍ତା ଏବଂ ତାରିଣୀ କଳାପରିଷଦ ସଭ୍ୟମାନେ ଗଣମାଧ୍ୟ୍ୟମକୁ କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି ।

Related Posts

About The Author

Add Comment