ଧର୍ମଶାଳ ମାଟିର କର୍ମବୀର ଥିଲେ କଳ୍ପତରୁ

Spread the love

ଯାଜପୁର ସଦର, ୦୩ା୦୭( ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକା ଭୋଟକା ପଂଚାୟତ ପରିଷରରେ କଳ୍ପତରୁ ଦାସଙ୍କ ୭୬ତମ ଜୟନ୍ତି ପାଳନ କରାଯାଇଥିଲା । ଭୋଟକା ପଚାୟତର ସ୍ମୃତିକମିଟି ପକ୍ଷରୁ ଆୟୋଜନ ହୋଇଥିଲା । ଭୋଟକା ପଂଚାୟତର ସ୍ମୃତିରେଖା ରାଉତ ଅଧ୍ୟକ୍ଷତା କରିଥିବା ବେଳେ, କୋରେଇ ବିଧାୟକ ଅଶୋକକ ବଳ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାର ଯୋଗଦାନ କରିଥିଲେ । ସମ୍ମାନୀୟ ଅତିଥି ପ୍ରଭାତ ବଳବନ୍ତରାୟ ଯୋଗଦାନ ଦେଇଥିବା ବେଳେ, ଅଶୋକ ରାଉତ ଯୋଗଦେଇଥିଲା । ଜିଲ୍ଲା ପରିଷଦ ଶିଶିର ମହାନ୍ତି, ରଂଜିତ ସାହୁ, ସୁନନ୍ଦ ରାଉତ ଯୋଗଦାନ କରି ତାଙ୍କ ବକ୍ତବ୍ୟ ରଖିଥିଲେ । ଅନ୍ୟ ଅତିଥିମାନେ ଯୋଗଦାନ କରିଥିବା ବେଳେ, ସ୍କୃତି କମିଟିର ଯୋଗଦାନ କରିଥିବା ବେଳେ, କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ କଳ୍ପତରୁ ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ଶ୍ରୀ ଦାସଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Related Posts

About The Author

Add Comment