ଟିଟୋ ଘରେ ଏସଟିଏଫର ଚଢ଼ାଉ: ଭାଇ ସମେତ ତିନି ଗିରଫ
କେନ୍ଦ୍ରପଡ଼ା୧୯ /୬ (ସନ୍ଧାନ ନିୟୁଜ) ସକାଳ ୬ଟା ସମୟରେ ଭୁବନେଶ୍ୱର ସ୍ପେସାଲ୍ ଟାସ୍କ୍ ଫୋର୍ସ (ଏସଟିଏଫ) ଟିମ୍ କେନ୍ଦ୍ରାପଡାରେ ଟିଟୋର ଦିଲରପୁର ଠାରେ ଥିବା ଟିଟୋ ଘରେ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଟିଟୋର ଦୁଇ ଭାଇ ଜୀ ବାବୁ ଓ ଚିଟୋଏବଂ ଟିଟୋର ସଡୁ ମୁନା। ସେମାନଙ୍କୁ ପଚରାଉଚୁରା ପାଇଁ ଏସ୍ଟିଏଫ୍ ଟିମ୍ ହାଜତକୁ ନେଇଥିବା ଜଣାପଡ଼ିଛି।
Related Posts
About The Author