ଜେନାପୁର ଠାରେ ବ୍ରାହ୍ମଣୀ ସେତୁ ନିର୍ମାଣ: ଅବଧି ସରିଛି, ସେତୁ କାମ ସରୁନି

Spread the love

ଯାଜପୁର,୨୧ /୩ (ସନ୍ଧାନ ନିଉଜ/ମାନସ ରାଉତ) -ସଂପ୍ରତି ଯାଜପୁର ଜିଲ୍ଲାର ପାଣିକୋଇଲି, ଆର ଅଣ୍ଡ ବି. ଡିଭିଜନ ଅଧିନରେ ୪୪ କୋଟିରୁ ଉର୍ଦ୍ଧ ଟଙ୍କାର ଜେନାପୁରଠାରୁ ନୂଆହାଟ ଜାବରାକୁ ସଲଗ୍ନ ବ୍ରାହ୍ମଣୀ ନଦୀ ଉପେରଗତ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କାମ ଚାଲି ସରିବା ଅବଧି ଥିଲା । କିନ୍ତୁ ୨୦୧୯ ଚାଲିଛି । ଅଦ୍ୟାବିଦି ଉକ୍ତ ବ୍ରିଜ କମ ସରୁନଥିଭା ସାଧାରଣରେ ଚର୍ଚ୍ଚା ଚାଲିଛି । ପ୍ରାପ୍ତ ଖବରରୁ ଜଣଧାଏ ଏ.ଆର.ଏସ.ଏ.ସ ନାମକ ଜୈନିକ କମ୍ପାନୀ ଏହି ବ୍ରିଜ କରିବାକୁ ଉକ୍ତ ବିଭାଗରୁ ଟେଣ୍ଡର କାମ କରୁଛନ୍ତି । ଏହି ବ୍ରିଜ କାମ ଅନଧି ସମୟ ଯାଇଛି% । ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ ଏହିକାମ ଚାଲିବା ପଛରେ କାରଣ କଣ । କମ୍ପନାର ଅବହେଳା ନା ଉକ୍ତ ବିଭାଘର ଉଦାସୀନତା ପରିଜଣାଯାଇଛି । ଏହି ବ୍ରିଜ ନିମାଣ ସରିଲେ ଅନେକ ଗ୍ରାମର ଲୋକମାନେ ଉକ୍ତ ବ୍ରିଜ ନିମାଣରେ ଓ ନିମ୍ନମାନର କାଯ୍ୟ୍ୟ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଅନେକ ଖୁଂଟି ଆଉ କେତେକ ନିର୍ମାଣ ଚାଲିଛୁି । ନିର୍ମାଣରେ ଦୀର୍ଘ ବର୍ଷ ବିତିଥିଲେ ମଧ୍ୟ ଉକ୍ତ କାମକୁ ନକରିବା କେତେଦୂର ଯଥାର୍ଥ ରହିଛି । ଏକଜୁଟିଭି ଇଂ, ସୁପରିଟେଣ୍ଡ ଓ ଚିଫ ଇଂଜିନିୟର ଏହି କିଛଦିନ ପୂବର୍ର ବ୍ରିଜ ତଦନ୍ତକÿାର୍ଯ୍ୟରେ ଆସିଥିଲେ । କମ୍ପାନୀ କଣପାଇଁ କାମ ଢିଲା କରୁଛି । ବ୍ରିଜ କମ ସରୁନଥିବା ବାବଦରେ ତଦନ୍ତ କରୁନଥିଲେ । ଉକ୍ତ ବିଭାଗୀୟ ଅଧିକାରୀ ମାନେ ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି କେତେ ଯନôଶୀଳ ଓ କମ୍ପାନୀ କାର୍ଯ୍ୟ ଢିଲା କରୁଥିବାରୁ ତାହାକୁ ତଦାରଖ କିପରି କରୁଛି ତାହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବ୍ରିଜ ତୁରନ୍ତ ସାରିବା ପାଇଁ ଜନସାଧାରଣ ଦାବୀ ହେଉଛି ।

Related Posts

About The Author

Add Comment