ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି

Spread the love

ସମ୍ବଲପୁର ତା ୦୩/୧୨/୨୦୨୨ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ତଥା ସମ୍ବଲପୁର ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ନିଯୁକ୍ତି ମେଳା ବୁର୍ଲାର  ସରକାରୀ ବାଳକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଥିବା ବେଳେ ଏଥିରେ ଅନେକ ବେସରକାରୀ ସଙ୍ଗଠନ ପକ୍ଷରୁ ଷ୍ଟଲ ଲଗାଯାଇଥିଲା।ଏଥିରେ ପିଲାର ଇଣ୍ଟରନ୍ୟାସନାଲ ସ୍କୁଲ ମଧ୍ୟ ବିଭିନ୍ନ ପଦ ପଦବୀ ପୂରଣ ପାଇଁ ଶହ ଶହ ବେକାରୀ ଯୁବକଯୁବତୀଙ୍କ ଠାରୁ ଦରଖାସ୍ତ ଫର୍ମ ଗ୍ରହଣ କରିଥିଲେ। ସ୍କୁଲର ନିର୍ଦ୍ଦେଶକ ଡ଼ଃ ବି.ପି ଦାସ, ସହ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବାରିକ ଓ ସହଯୋଗୀ ଉପସ୍ଥିତ ଥିଲେ।

Related Posts

About The Author

Add Comment