ଜିଲ୍ଲା ସ୍ତରରେ ନେତାଜୀ ଜୟନ୍ତୀ ପାଳିତ

Spread the love

ଯାଜପୁର ସଦର, ୨୩ା୦୧: ଜିଲ୍ଲା ସ୍ତରରେ ସଦର ମାହକୁମା ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ନେତାଝି ସୁବାଷ ଚନ୍ଦ୍ର ଜୟନ୍ତୀ ପାଳନ କରାଯାଇଚି । ବୀରପୁତ୍ର ସୁବାଷ ବୋଷ ଏବଂ ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନେତାଜୀଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ବୀର ସୁରେନ୍ଦ୍ର ସାଏ ଜିବନୀ ଉପରେ ବକ୍ତାମାନେ ବକ୍ତବ୍ୟ ରଖିବା ସହିତ ଏହି ମାହାପୁରିଷ ମାନଙ୍କର ଜନ୍ମତିଥି ଅବସରରେ ବୀରପୁତ୍ର ମାନଙ୍କୁ ମନେ ପକାଇବା ପାଇଁ ଜନ୍ମଦିବସ ପାଳନ କରାଯାଇଥିଲା । ବରିଷ୍ଠ ନାଗରିକ ନେତାଜୀଙ୍କୁ ଭଲପାଉଥିବା ବୁଦ୍ଦିଜିବୀ ମାନେ ଯୋଗଦେଇଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା । ଯାଜପୁର ଜିଲ୍ଲା ବିଭିନ୍ନ ମହଲରେ ଏହି ଜୟନ୍ତୀ ପାଳନ କରାଯାଇଥିଲା ।

Related Posts

About The Author

Add Comment