କଟକ, : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭରତପଡା ଗ୍ରାମର ମନୋଜ କୁମାର ଦାଶ ଓ ଶ୍ରୀମତୀ ରଶ୍ମି ରଞ୍ଜିତା ଦାଶଙ୍କ ସୁପୁତ୍ର ସାୟମ ଦାଶଙ୍କ ଶୋହଳ ତମ ଜନ୍ମ ଉତ୍ସବରେ ମାହାଙ୍ଗା ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର ସମ୍ପ୍ରତି ପରିବେଶ ସୁରକ୍ଷା ଓ ସଂରକ୍ଷନ କ୍ଷେତ୍ରରେ ବ୍ୟାପକ ସଚେତନତାର ବର୍ତ୍ତା ବାଣ୍ଟିବାକୁ ନେଇ ବୃକ୍ଷ ଉପହାର ପ୍ରଦାନ କରି ଯୁବ ସମାଜ ପରିବେଶର ଯତ୍ନ ନେବାକୁ ଆଗେଇ ଆସିବାକୁ ଆହ୍ୱାନ କରିବା ସହ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ଅର୍ଜନକରି ଯୁବ ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି ସମାଜସେବୀ ଶ୍ରୀମତି ଶୁଭଶ୍ରୀ ମହାପାତ୍ର l
ଜନ୍ମ ଦିନରେ ବୃକ୍ଷ ଉପହାର ସ୍ୱରୂପ ପ୍ରଦାନ କରି ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ସମାଜସେବୀ ଶୁଭଶ୍ରୀ
|
February 25, 2023 |



