ଚାନ୍ଦବାଲି ବିଧାୟକ ଙ୍କ ଦିତୀୟ ବିବାହ*

Spread the love
ଭଦ୍ରକ, ୦୩/୦୭/୨୦୨୧ (ସନ୍ଧାନ ନିଉଜ) : ସନ୍ଧାନ ନ୍ୟୁଜ୍: ଦ୍ଵିତୀୟ ବିବାହ ବନ୍ଧନ ରେ ବାନ୍ଧିହେଲେ ଚାନ୍ଦବାଲି ବିଧାୟକ ବ୍ୟୋମ କେଶ ରାୟ। ନିଜ ବାନ୍ଧବୀ ନିଳୀମା ଙ୍କୁ ୨୦୧୪ରେ ବିବାହ କରିଥିଲେ ବ୍ୟୋମକେଶ। ନିଳୀମା ଙ୍କ ର ଅକାଳ ବିୟୋଗ ପରେ ଦ୍ଵିତୀୟ ବିବାହ ପାଇଁ ନିଷ୍ପତି ନେଇ ତାଙ୍କ ଦଳ ର ଜଣେ ବଳିଷ୍ଠ ନେତା ଅଶୋକ ବଳ ଙ୍କ କନିଷ୍ଠ କନ୍ୟା ତଦାସା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଛନ୍ତି। ଉକ୍ତ ବିବାହ ଉତ୍ସବ ଚିଲିକା କୂଳରେ ଥିବା ସ୍ଵସ୍ତି ରେ ସମ୍ପନ୍ନ ହୋଇଛି। କୋରନା କଟକଣା କୁ ଆଖିଆଗରେ ରଖି ଉଭୟ ପରିବାର କିଛି ମୁଖ୍ୟ ସଦସ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି। ବିଧ୍ୟାୟକ ଙ୍କ ର ଏହା ମଧ୍ୟ ଦ୍ଵିତୀୟ ପ୍ରେମ   ବିବାହ ବୋଲି ଚର୍ଚ୍ଚା ଚାଲିଛି।

Related Posts

About The Author

Add Comment