ଭୁବନେଶ୍ୱର, ୨୪/୦୩ (ସନ୍ଧାନ ନିୟୁଜ) ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ ସିଂ ଚୌହ୍ୱାନ । ରାଜଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ । ରାଜ୍ୟପାଳ ଶିବରାଜଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାପୂର୍ବରୁ ଲଗାତାର ୩ ଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ଶିବରାଜ । ତେବେ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରି ନ ପାରିବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଚୌକିରୁ ଶିବରାଜଙ୍କୁ ଓହ୍ଲାଇବାକୁ ପଡିଥିଲା । ମଧ୍ୟପ୍ରଦେଶରେ ସରକାର ଗଢିଥିଲା କଂଗ୍ରେସ । ତେବେ ଦୀର୍ଘ ୧୫ ମାସ ପରେ ପୁଣିଥରେ କମବ୍ୟାକ୍ କରିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବରାଜ ।
ତାଜା ଖବର
- ଘୋଘର ଗ୍ରାମ ରେ ସ୍କୁଟି ଚୋରି, ତଲସରା ଥାନା ରେ ଅଭିଯୋଗ
- “ଅର୍ଘ୍ୟ” ଅନୁଷ୍ଠାନର “ପ୍ରଥମ ବାର୍ଷିକ ଉତ୍ସବ-୨୦୨୬”,
- ବ୍ରହ୍ମାକୁମାରୀ ଛତିଆ ପକ୍ଷରୁ ରକ୍ତଦାନ ଶିବିର
- ଜାତୀୟ କ୍ରୀଡ଼ା ଦିବସ: ୩ ଦିନ ବ୍ୟାପୀ ପାଳନ ହେବ କ୍ରୀଡ଼ା ଉତ୍ସବ
- ରକ୍ତତୀର୍ଥ କଳାମାଟିଆ ଠାରେ ୮୪ ତମ ବରୀ ସହିଦ ଦିବସ ସମାରୋହ ପାଳିତ
- ଜାତୀୟ କ୍ରୀଡା ଦିବସ ଅବସରରେ ଯାଜପୁରରେ ସାଇକେଲ ରାଲି ଆୟୋଜିତ
- ଚାଷୀ ପଞ୍ଜିକରଣ କୁ ନେଇ ତିହିଡ଼ି ରେ ଚାଷୀ ଅସନ୍ତୋଷ
- ଆମ ସରକାର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବ। ଅଭିମନ୍ୟୁ ସେଠୀ।
- ଚାରପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଓ ସଂସ୍କୃତ ସପ୍ତାହ ପାଳିତ
- କିଞ୍ଜିରକେଲା ଚୁଇଢିପା ଗାଁ ଜଙ୍ଗଲ ରେ ଚିନ ଦେଶ ର ସାମଗ୍ରୀ ଚିହ୍ନଟ


