ଗ୍ରାମ ଦେବତା ଶ୍ରୀ ଶ୍ରୀ ଗୌଡ଼ବୁଢ଼ା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

Spread the love

ଜେନାପୁର, ୨୮/୦୨ (ସନ୍ଧାନ ନିୟୁଜ)ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଶାମସୁନ୍ଦରପୁର ଗ୍ରାମରେ ଶ୍ରୀ ଶ୍ରୀ ଗୌଡ଼ବୁଢ଼ା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତା ୨୭.୦ ୨.୨୦ ୨୦ ରିଖ ଗୁରୁବାର – ଅଙ୍କୁରାରୋପଣ – ତା ୨୮.୦ ୨.୨ ୦ ୨୦ ରିଖ ଶୁକ୍ରବାର – କଳସଯାତ୍ରା- ସକାଳ ଘ.୦୬.୧୫ମି., ଗୋପୂଜା, ସୂର୍ଯ୍ୟପୂଜା, ଯଜ୍ଞାରମ୍ଭ ଓ ପ୍ରାଣ ପ୍ରତିଷ୍ଠା, । । ମନ୍ଦିର ପ୍ରତିଷ୍ଠା, ନବଯୌବନ ଦର୍ଶନ-ଅପରାହ୍ନ ଘ.୨୪-୧୫ମି. । ଗୌଡ଼ବୁଢ଼ା ଶୋଭାଯାତ୍ରା ପୂର୍ଣ୍ଣାହୁତି ହୋଇ ଏହି ଅବସରରେ ସାଂସ୍କୃତିକ ବାଡି଼ଖେଳ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ଅୟୋଜନ ହୋଇଥିଲା। Report- K Pradhan

Related Posts

About The Author

Add Comment