ବେତନଟୀ, ୨୯/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); ଏକ ଜାତିଆଣ ମାମଲାରେ ଗତକାଲି ଗିରଫ ହୋଇଥିଲେ ବାରମାଇଲର ବ୍ୟବସାୟୀ ମହେଶ୍ବର ମହାନ୍ତି । ପୂର୍ବରୁ ତାଙ୍କ ନାଁରେ ଦୁଇଟି ଜାମିନ ବିହୀନ ଗିରଫ ପରୱାନା ଥିଲା। ପୁଲିସ ଆଜି ମହେଶ୍ବରଙ୍କୁ ବେତନଟୀ କୋର୍ଟରେ ହାଜର କରାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ମହେଶ୍ବରଙ୍କ ବିରୋଧ କରିଛନ୍ତି ଅଞ୍ଚଳବାସୀ। ମହେଶ୍ଵର ଜଣେ ପରୋପକାରୀ ବ୍ୟକ୍ତି। ତାଙ୍କୁ ଭୁଲ୍ ଅଭିଯୋଗରେ କରାଯାଇଥିବା ଦର୍ଶାଇ ସେମାନେ ବେତନଟୀ ଗିରଫଦାରୀକୁ ଗିରଫ ଏସଡିପିଓ ଓ ଆଇଆଇସିଙ୍କୁ ଫେରାଦ ହୋଇଛନ୍ତି । ପୁଲିସର ଚାଲିଛି ଆଗକୁ ସତ୍ୟାସତ୍ୟ କଣାପଡ଼ିବ ବୋଲି କହି ସେମାନଙ୍କୁ ଫେରାଇ ଦେଇଛି ପୁଲିସ ।
ଗିରଫ ବ୍ୟବସାୟୀ କୋର୍ଟ ଚାଲାଣ
|
December 29, 2020 |


