କ୍ରଂଗ୍ରେସ ପକ୍ଷରୁ ଘରେ ଘରେ କାର୍ଯ୍ୟକ୍ରମ ଅନୁଷ୍ଟିତ

Spread the love

ଯାଜପୁର ସଦର, ୧୦ା୧୦: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଝାଲପଡ଼ା ପଂଚାୟତରେ ଜାତୀୟ କଂଗ୍ରେସ ପକ୍ଷରୁ ଘରେ ଘରେ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିବା ଯାଇଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାଲପଡ଼ା ଏବଂ ରୁଦ୍ରପୁର ପଂଚାୟତରୁ ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜିଲ୍ଲା ସଭାପତି ମନୋଜ କୁମାର ନିର୍ଦ୍ଦେଷ କ୍ରମେ ୨୫/୦୯/୨୦୨୩ ଠାରୁ ୧୫/୧୦/୨୦୨୩ ପର୍ଯ୍ୟନ୍ତ ଘର ଘର କଂଗ୍ରେର ହାତ ପଦଯାତ୍ରା କରାଯାଉଥିବା ବେଳେ, ବରୀ କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ୱରେ ବରୀ ନିର୍ବାଚନ ମଣ୍ଡଳୀର ଯାଜପୁର ବ୍ଲକ କଂଗ୍ରେସ ସଭାପତି ଗଦଧର ଦାସଙ୍କ ସଭାପତିତ୍ୱରେ ସମ୍ମାନୀୟ ଅତିଥି ଯାଜପୁର ବ୍ଲକର ପୂର୍ବତନ ବ୍ଲକ କଂଗ୍ରେସ ଅଧ୍ୟକ୍ଷ ବାବୁଲି ନାୟକ ଗଣେଷ ଦାସ, ରବିନ୍ଦ୍ର ବିଶ୍ୱାଳ, ରମେଶ ଜେନା, ନାରାୟଣ ଜେନା, ଦେବେନ୍ଦ୍ର ବାରିକ, ଅନନ୍ତ ଘଡ଼ାଇ, କାର୍ତ୍ତିକ ସାହୁ, ମୁନାବାକୁ, ବିଷ୍ଣୁ ବିଶ୍ୱାଳ, ନୁରଲା ଫକିର ଉଦ୍ଦିନ, ନନ୍ଦ ସେନାପତି, ଆନନ୍ଦ ରାୟ, ରସାନନ୍ଦ ରାଉତ, ଅଭିମନ୍ୟୁ ଦାସ ଓ ଶତାଧିକ କଂଗ୍ରସ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ, ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଟିତ ଘର ଘର କାର୍ଯ୍ୟକ୍ରମ କରାଯାଇଥିଲା ।

Related Posts

About The Author

Add Comment