କୋରନା ମୃତ୍ୟ ସଂଖ୍ୟା 12 , ଟିକା ନେଲା1721 ।

Spread the love

 

ଅସ୍ତରଙ୍ଗ ୧୯/୦୭ (ସନ୍ଧାନ ନ୍ୟୁଜ୍)-:  ପୁରିଜିଲା ର ଅସ୍ତରଙ୍ଗ ବ୍ଲକ ରେ କରନା ମୃତ୍ୟୁ ସଂଖ୍ୟା 12 ରେ ପହଂଚିଛି । ଇତି ମଧ୍ୟରେ 1721 ଜଣ ପୁରୁଷ ଓ ମହିଳା ବ୍ଲକ ଅଚଂଚଳ ର ବିଭିନ୍ନ ଟିକା କେନ୍ଦ୍ରରେ ଟିକା ନେଇଛନ୍ତି । ସେଥି ମଧ୍ୟ ରୁ ଅସ୍ତରଙ୍ଗ ହାଇ ସ୍କୁଲ କେନ୍ଦ୍ର ରେ520 ଜଣ ଟିକା ନେଇ ଥିଲା ବେଳ,ସୁନ୍ଦର ଠାରେ237,ଖଣ୍ଡାସାହି ଠାରେ315, ରତନପୁର ଠାରେ 377 ଓ ଐସାନେଶ୍ୱର ବିଦ୍ୟା ପୀଠ ରେ272 ଏହିପରି 5 ଗୋଟି କେନ୍ଦ୍ରରେ ମୋଟ1729 ଜଣ ଟିକା ନେଇ ଛନ୍ତି।ସେମାଙ୍କ ମଧ୍ୟ ରୁ 577 , 18 ରୁ44 ବର୍ଷ ରହିଥିବା ବେଳେ ,1,144 ଜଣ45 ବର୍ଷ ରୁ ଉର୍ଧ୍ୟ ରହି ଛନ୍ତି ବୋଲି ବ୍ଲକ ର ପ୍ରୋଗ୍ରାମ ଅଧିକାରୀ ଦେବା ଶିଷ୍ ମିଶ୍ର ଓ ଆମ୍ବରିଷ ମହାରଣା ପ୍ରକାଶ କରି ଛନ୍ତି ।

Related Posts

About The Author

Add Comment