କୋଭିଡ-୧୯ ମହାମାରୀରେ ଆଶ୍ୱାସନା ପକ୍ଷରୁ ବରୀର ବିଭିନ୍ନ ସ୍ଥାନରେ ସମାଜ ସେବା

Spread the love

ଯାଜପୁର, ୧୨/୦୬/୨୦ (ସନ୍ଧାନ ନିଉଜ) : ବରୀ ବ୍ଲକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଶ୍ୱାସନା ପରିବର୍ତ୍ତନର ଏକ ଭିନ୍ନ ସ୍ୱାର ଭାବେ ପରିଚିତ ଚଳିତ କୋଭିଡ ମଜାମାରୀରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋକଙ୍କ ନିକଟରେ ପହଞ୍ଚô ଯଥା ସମ୍ଭବ ସାହାଯ୍ୟର ହାତ ବଢାଇ ବେଶ ପ୍ରସଂଶିତ ହୋଇପାରିଛି । ଦୀର୍ଘ ୫ବର୍ଷ ଧରି ଲୋକ ମାନଙ୍କ ସମସ୍ୟା ଉପରେ କାର୍ଯ୍ୟକରି ଭୂଇଁରୁ ଉଠୁଥିବା ଏହି ଅନୁଷ୍ଠାନ ଏହି କୋଭିଡ-୧୯ରେ କିଛି ସଂଘରୋଧ କେନ୍ଦ୍ରରେ ଏହାର ସ୍ୱେଚ୍ଛାସେବୀ ମାନଙ୍କ ଅନବରତ ସେବା, ପ୍ରବାଶି ପଥଚାରୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, ଜରୁରୀ ପ୍ରବାଶିଙ୍କୁ ଗାଡି ଯୋଗେ ସେମାନଙଯକ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ପସୁପକ୍ଷୀ ମାନଙ୍କୁ ଖାଦ୍ୟ, ଆବଶ୍ୟକ କରୁଥିବା ଗରିବ ମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇ ପାରିଛି । ଏହି ଅନୁଷ୍ଠାନ ଆଗାମୀ ଦିନରେ ଏବଳି ପ୍ରୟାସ ଜାରି ରଖିବାର ମତ ଦେଇଛନ୍ତି ଅନୁଷ୍ଠାନର ସଭାପତି ସୁବ୍ରତ ଜେନା, ଦୀପକ ଭରଦ୍ୱାଜ, ଯୁବ ସମାଜସେବୀ ଓ ସ୍ୱୟଇ ସେବକ କର୍ମୀ ଯାଜପୁର ।//Report- Manas Rout

Related Posts

About The Author

Add Comment