କୋଇଡା, ୧୦/୯(ସନ୍ଧାନ ନିୟୁଜ/ଲମ୍ବୋଦର ବାରିକ) ସୁନ୍ଦରଗଡ ଜିଲ୍ଲା କୋଇଡା ଛକ ଠାରେ କୋଇଡା ବ୍ଲକ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ କରାଯାଇଛି । ଏଠାରେ କଂଗ୍ରେସର ପୂର୍ବତନ ବିଧାୟକ ଜର୍ନାଦନ ଦେହୁରୀ ଏବଂ ସରପଂଚ ସଂଧ୍ୟାରାଣୀ ନାୟକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ କେନ୍ଦ୍ର ବିରୋଧୀ ସ୍ଲୋଗାନ ମାନ ଦେଇ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିବା ପାଇଁ ପ୍ରତିବାଦ କରିଥିଲେ ।
https://www.youtube.com/watch?v=aKq-WbU3JnI
ଫଳରେ କୋଇଡା ଜାତୀୟ ରାଜପଥରେ ଗାଡିମଟର ଅଟକି ରହିବା ସହିତ ଦୋକାନବଜାର ବନ୍ଦ ରହିଥିଲା ।