କେନ୍ଦୁଘାଟି ସ୍ଥିତ ଶ୍ରୀରାମ ବାଟିକା ପ୍ରାଙ୍ଗଣରେ ନାମ ମହାଯଜ୍ଞ ଉଦଯାପିତ ହୋଇଯାଇଛି

Spread the love

ସମ୍ବଲପୁର ତା ୧୫/ ୦୩ /୨୦୨୨ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ଯୁଯୁମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଗ୍ରାମପଞ୍ଚାୟତର କେନ୍ଦୁଘାଟି ଗ୍ରାମ ନିକଟସ୍ଥ ଶ୍ରୀରାମ ବାଟିକା ପ୍ରାଙ୍ଗଣରେ ଚବିଶ ପ୍ରହରୀ ନାମ ମହାଯଜ୍ଞ ଅନେକ ଶ୍ରଦ୍ଧାଳୁ, ନାମ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଗ୍ରାମବାସୀମାନଙ୍କ ଉପସ୍ଥିତିରେ ଉଦଯାପିତ ହୋଇଯାଇଛି। ଏହି ନାମ ସଂକୀର୍ତ୍ତନ ଦେଶର ବହୁ ପ୍ରାନ୍ତରୁ ନାଗା ସାଧୁବାବାଙ୍କ ଆଗମନ ଦେଖିବାକୁ ମିଳିଛି।କଳି ଯୁଗରେ ଏକ ମାତ୍ର ମୋକ୍ଷର ମାର୍ଗ ହେଉଛି ହରି ନାମ ଗାନ ଓ ଶ୍ରବଣ ତେଣୁକରି ଶ୍ରଦ୍ଧାଳୁ ଭକ୍ତମାନେ ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୋଗଦାନ କରି ଏହି ନାମ ମହାଯଜ୍ଞ ରେ ଅଂଶଗ୍ରହଣ କରି ଏହାର ଉପଭୋଗ କରିଥିଲେ । ଏହି ନାମ ଯଜ୍ଞ କୁ ସମ୍ବଲପୁରର ସମାଜସେବୀ ଶତୃଘ୍ନ ଲାଲ ସାହା ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Related Posts

About The Author

Add Comment