କେନ୍ଦାପାଣି ଗ୍ରାମରେ ଲୋକେ ପାଣିପାଇ ଡହଳବିକଳ

Spread the love

👉ନିର୍ବାଚନ ପରେ ନିର୍ବାଚନ ହୋଇଚାଲିଛି
👉ଲୋକଙ୍କ ହିତ ପାଇଁ ପ୍ରକଳ୍ପର ସୁଅ
👉ଆଜିମଧ୍ୟ ଲୋକଙ୍କ ପାଖରେ ସୁବିଧା ପହଞ୍ଚି ପାରୁନି
👉ସବୁ ଯୋଜନା ପ୍ରସାସନ ଓ ଠିକାଦାରଙ୍କ ପକେଟରେ
👉ଆଜି ମଧ୍ୟ ଲୋକେ ପାଣିପାଇଁ ଡହଳବିକଳ
ସୁନ୍ଦରଗଡ ତା:୧୨/୩/୨୦୨୪(ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ) ସତରେ ଯୋଉ ଯାଜନା ସରକାର କେଉଛନ୍ତି ତାହା ଜନତା ପାଇଁ ତ? ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିସଙ୍କରା ବ୍ଲକ ଅନ୍ତର୍ଗତ ସାଗବାହାଲର କେନ୍ଦାପାଣି ଗ୍ରାମରେ ଲୋକେ ପାଣିପାଇ ଆଜି ମଧ୍ୟ ଅନେକ ଦୁରକୁ ଯିବାକୁ ପଡୁଛି ।ପରିବାରର ସମସ୍ତେ ତାଙ୍କର ପାଣି ସଂଗ୍ରହରେ କଟିଯାଉଛି । ଆଜି ପର୍ଯ୍ୟନ୍ତ ସରକାରଙ୍କ “ହରଘର ଜଳ ହରଘର ନଳ” ଓ ବସୁଧା ଯୋଜନା ପହଁଚି ପାରିନି।ସ୍ବାଧୀନତାର ୭୫ବର୍ଷ ବିତିଯାଇଥିଲେ ମଧ୍ୟ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ।ଲୋକେ ଆଜି ମଧ୍ୟ ନଇ ,ପୋଖରୀର ପାଣି ପାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଖରାଦିନରେ ଅଞ୍ଚଳବାସୀ ଟୋପାଏ ପାଣି ପାଇଁ ଅନେକ ଅସୁବିଧା ଭୋଗୁଛନ୍ତି ।ଦେଖିବାକୁ ବାକି ରହିଲା ବିକାଶ କେତେ ଦୂରରେ ।

Related Posts

About The Author

Add Comment