ଯାଜପୁର (ସନ୍ଦାନ ନିଉଜ) ଯାଜପୁର ଜିଲାର ଲିଚନ୍ଦ୍ରପୁର ପୋଲିସ ଏହି ବ୍ୟକ୍ତିଙ୍କ ମୃତ ଶରୀରକୁ ଓଳାଶୁଣୀ ପାହାଡ଼ ପାଦଦେଶରୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବଡ଼ଚଣା ଡାକ୍ତରଖାନାକୁ ପୋଷ୍ଟମର୍ଟମ ନିମନ୍ତେ ପଠାଇଛି ! ତାଙ୍କର ପରିଚୟ ମିଳି ପାରିନାହିଁ ! କିନ୍ତୁ ମୃତ୍ୟୁର କାରଣ ବିଷପାନ ଜନିତ ହୋଇଥାଇ ପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି !
ଓଳାଶୁଣୀ ପାହାଡ଼ ପାଦଦେଶରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
|
May 23, 2018 |