ଓଡ଼ିଶା ଆୟୁଷ୍ମାନ ଭାରତ ଲାଗୁ କରୁ: ହର୍ଷବର୍ଦ୍ଧନ

Spread the love

ଭୁବନେଶ୍ୱର, ୨୬/୧୨ (ସନ୍ଧାନ ନିୟୁଜ) : ଓଡ଼ିଶାରେ ‘ଆୟୁଷ୍ମାନ ଭାରତ ’ ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

ଏହି ଯୋଜନାରେ ଦେଶରେ ୭୫ଟି ଆକାଂକ୍ଷିତ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ। ଏଥିରେ ଓଡ଼ିଶାରେ ୬ଟି ହସ୍ପିଟାଲ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟର ଅନ୍ୟ ୨ ଜିଲ୍ଲା ହସପିଟାଲକୁ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ବିଚାରବିମର୍ଶ ଚାଲଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ଏମ୍ସର ମୋଡୁଲାର ଅପରେସନ ଥିଏଟର, ଆଇସିୟୁ କମ୍ପ୍ଲେକ୍ସ, କ୍ୟାଥ ଲ୍ୟାବ୍ ଉଦ୍‌ଘାଟନ କରିଛନ୍ତି।

Related Posts

About The Author

Add Comment