ଓଡ଼ିଆ ଯବାନ ପ୍ରବୀର ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

Spread the love

ଯାଜପୁର, ୧୦/୧୦ (ସନ୍ଧାନ ନିଉଜ) : ଆଜି ଓଡ଼ିଆ ଯବାନ ପ୍ରବୀର ନାୟକଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ଯାଜପୁରସ୍ଥିତ କଚେରୀ ଗାଁରେ ତାଙ୍କ ଅନ୍ତେଷ୍ଟି ହୋଇଛି । ଉଲ୍ଲେଖଯୋଗ୍ୟ ଯେ,  ପ୍ରବୀର ଆସାମ ରାଇଫଲର ୮ମ ବାଟାଲିଅନରେ ଗନମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ଆଉ ପ୍ରବୀର ମିଜୋରାମର ସରଚିପ ଜିଲ୍ଲାରେ ଚୀନ ସୀମାରେ ପ୍ରହରା ଦେଉଥିବା ସମୟରେ ଅତ୍ୟଧିକ ଥଣ୍ଡା ହେତୁ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା । ଫଳରେ କାର୍ଯ୍ୟରତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।

Related Posts

About The Author

Add Comment