ଆମ ସରକାର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବ। ଅଭିମନ୍ୟୁ ସେଠୀ।

Spread the love

ଭଦ୍ରକ ମହିଳା ମାନଙ୍କ ଆର୍ଥିକ ସମସ୍ୟା କୁ ଦୁର କରିବା ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ପ୍ରକାଶ କରିଛନ୍ତି। ଭଦ୍ରକ ଟାଉନ ହଲ ରେ ଏକ ଜିଲ୍ଳା ସ୍ତରୀୟ ସମାବେଶ ରେ ଯୋଗ ଦେଇ ମାନ୍ୟବର ସାଂସଦ ପଞ୍ଚମ ସୁଭଦ୍ରା କିସ୍ତି ପ୍ରଦାନ ଅବସର ରେ ମହିଳା ମାନଙ୍କ ବିକାଶ ପାଇଁ ଆମ ସରକାର ବହୁତ ଭଲ ଯୋଜନା ସବୁ ଆଣିବାକୁ ଯାଉଛନ୍ତି। ସମୟ ର ତାଳେ ତାଳେ ମହିଳା ମାନେ କିପରି ପାଦ ଥାପି ଚାଲି ପାରିବେ ସେ ବିଷୟ ରେ ଗଭୀର ଚିନ୍ତା କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଏହି ସମାବେଶ ରେ ଭଦ୍ରକ ବିଧାୟକ ମାନ୍ୟବର ଶିତାଂଶୁ ଶେଖର ମହାପାତ୍ର , ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ୍ ସନ୍ଧାନ।

Related Posts

About The Author

Add Comment