କଟକ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।ଅନ୍ୟ ପକ୍ଷରେ ଗୁରୁବାର ରାଜ୍ୟରେ ତାତି ବଢିଛି। ମାଲକାନଗିରି ଓ ବଲାଙ୍ଗିର ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଟିଟିଲାଗଡରେ ରହିଥିଲା ୪୦.୫ ଡିଗ୍ରୀ। Archive