Breaking News- ଟ୍ରଲର ପଛରେ ପିଟି ହୋଇ କଣ୍ଟେନରର ଡ୍ରାଇଭର, ହେଲପରଙ୍କ ଘଟଣା ସ୍ଥଳରେ ମୃତ୍ୟୁ
Breaking News- ଟ୍ରଲର ପଛରେ ପିଟି ହୋଇ କଣ୍ଟେନରର ଡ୍ରାଇଭର, ହେଲପରଙ୍କ ଘଟଣା ସ୍ଥଳରେ ମୃତ୍ୟୁ
Manas Kumar Rout |
July 1, 2019 |
ଯାଜପୁର, ୧/୭ (ସନ୍ଧାନ ନିୟୁଜ ) Breaking news- ଆଜି ଭୋର ୫.୩୦ ବେଳକୁ ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବନ୍ଦାଳେ ଛକ ଠାରେ ପୂର୍ବରୁ ଛିଡା ହୋଇ ଥିବା ଟ୍ରଲର ପଛରେ ପିଟି ହୋଇ ଏକ କଣ୍ଟେନରର ୨ ଜଣ ଡ୍ରାଇଭର, ହେଲ୍ପର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି, ଶବ ବ୍ୟବଛେଦ ପାଇଁ ବଡ଼ଚଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମୃତକଙ୍କ ପରିଚୟ ମିଳି ପାରି ନାହିଁ।

Related Posts
About The Author