BREAKIN: ଭଦ୍ରକ ଆର.ଡି-1 ଏକଜିକ୍ୟୁଟିଭ ଇଂଜିନିୟର ଗିରଫ

ଭଦ୍ରକ ଆର.ଡି-1 ଏକଜିକ୍ୟୁଟିଭ ଇଂଜିନିୟର ଗିରଫ।
ଭୁବନେଶ୍ବର ପଟିଆ ରୁ ଗିରଫ କଲା ଭିଜିଲାନ୍ସ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲରେ ଗିରଫ।
ଏକଜିକ୍ୟୁଟିଭ ଇଂଜିନିୟର ମାନସ ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସର ଏକ ସ୍ଵତନ୍ତ୍ର ଟିମ।
ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା।

www.sandhannews.com

Related Posts

About The Author

Add Comment