Homeଜାତୀୟତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୧୧ ମୃତ, ୨୦ ଆହତ ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୧୧ ମୃତ, ୨୦ ଆହତ Santosh Rout | May 27, 2018 | Spread the love ସିଦ୍ଦୀପେଟ/ ତେଲେଙ୍ଗାନା: (ସନ୍ଧାନ ନିୟୁଜ୍)) ଶନିବାରଦିନ ଏକ ସଡ଼କ ଦୁର୍ଘଟଣାରେ ଅତି କମରେ ୧୧ଜଣ ଲୋକଙ୍କର ଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଆହତ ହୋଇଛନ୍ତି। ମରଥିବା ଲୋକମାନଙ୍କ ମଧ୍ୟରେ ୪ଡଣ ପୁରୁଷ, ୪ ଜଣ ମହିଳା ଏବଂ ୨ଜଣ ଶିଶୁ ସାମିଲ ଅଛନ୍ତି। ୬ ଜଣଙ୍କର ଅବସ୍ଥା ଗମ୍ଭୀର ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆହତମାନଙ୍କର ଉତ୍ତମ ଚିକିତ୍ସା ଉପଲବ୍ଧ କରାଇବାପାଇଁ ଆଦେଶ ଦେଇଛନ୍ତି। Related Posts ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର July 4, 2018 | Manas Kumar Rout | ଅଧିକ ପଢନ୍ତୁ ଆଉ ହନ୍ତସନ୍ତ ହେବେନି ରୋଗୀ, ଏମ୍ସ କୁ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର December 18, 2025 | Manas Kumar Rout | ଅଧିକ ପଢନ୍ତୁ ହକି ବିଶ୍ୱକପ୍: କମ୍ପିଲା କଳିଙ୍ଗ ହକି ଗ୍ରାଉଣ୍ଡ, କରତାଳି ଦେଇ ଖେଳାଳିଙ୍କୁ ଉତ୍ସାହିତ କଲେ ଦର୍ଶକ December 2, 2018 | Santosh Rout | ଅଧିକ ପଢନ୍ତୁ ବିନା କାରଣରେ ସରପଂଚଙ୍କ ସଟ ଡାଉନ ଘୋଷଣା, ରାଜ୍ୟ ସରକାରଙ୍କ ନିୟମକୁ ଫୁ, May 14, 2020 | Manas Kumar Rout | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ଆଉ ହନ୍ତସନ୍ତ ହେବେନି ରୋଗୀ, ଏମ୍ସ କୁ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର December 18, 2025 | Manas Kumar Rout | ଅଧିକ ପଢନ୍ତୁ
ହକି ବିଶ୍ୱକପ୍: କମ୍ପିଲା କଳିଙ୍ଗ ହକି ଗ୍ରାଉଣ୍ଡ, କରତାଳି ଦେଇ ଖେଳାଳିଙ୍କୁ ଉତ୍ସାହିତ କଲେ ଦର୍ଶକ December 2, 2018 | Santosh Rout | ଅଧିକ ପଢନ୍ତୁ
ବିନା କାରଣରେ ସରପଂଚଙ୍କ ସଟ ଡାଉନ ଘୋଷଣା, ରାଜ୍ୟ ସରକାରଙ୍କ ନିୟମକୁ ଫୁ, May 14, 2020 | Manas Kumar Rout | ଅଧିକ ପଢନ୍ତୁ