Homeଜିଲ୍ଲା ପରିକ୍ରମାକେନ୍ଦୁଝରଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର ଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର Santosh Rout | May 23, 2018 | Spread the love21 21Shares ଯୋଡା- ୨୩/୦୫ : (sandhan news / N Jena ) ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ସମୟରେ କମାରଯୋଡା ସରକାରୀ ଡାକ୍ତରଖାନା ସମ୍ମୁଖରେ ଏକ ଲୋଡର ଆଘାତରେ ଜଣେ ମୋଟରସାଇକେଲ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ରାଉତ ମୁଣ୍ଡା ଏବଂ ଘର କମାରଯୋଡାରେ ବୋଲି ଜଣାପଡିଛି। ରାଉତ ମୁଣ୍ଡା ରକ୍ତାକ୍ତ ଅବସ୍ଥାରେ ସଂଗ୍ୟାହୀନ ହୋଇ ରାସ୍ତା ଉପରେ ପଡିଥିବା ବେଳେ ତାଙ୍କୁ କେତେ ଜଣ ସ୍ଥାନୀୟ ଯୁବକ ଯୋଡାସ୍ଥିତ ଟାଟା ଡାକ୍ତାରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସଂଗ୍ୟା ଫେରିଥିଲା। ଘଟଣା ସ୍ଥଳରେ ଯୋଡା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ଲୋଡରଟି ମୋଟରସାଇକେଲକୁ ଓଭରଟେକ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଲୋଡରର ଦାନ୍ତଟି ତାଙ୍କ ମୁଣ୍ଡରେ ବାଜିଥିବା ଜଣାପଡିଛି। 21Shares Related Posts ରାଜସ୍ଥାନରୁ ଜଗନ୍ନାଥ ଧାମକୁ ମାନସିକ ଯାତ୍ରା August 15, 2020 | Sandhan News | ଅଧିକ ପଢନ୍ତୁ ହରିଦାସପୁର ପୋଷ୍ଟ ଅଫିସରେ କମ୍ପୁଟର ଅଚଳ, ଡାକସେବା ବାଧାପ୍ରାପ୍ତ June 26, 2019 | Manas Kumar Rout | ଅଧିକ ପଢନ୍ତୁ ରେଳରାସ୍ତାକୁ ବେଆଇନ ମାଟି ଚାଲାଣ: ପ୍ରଶାସନ ନିକଟରେ ଖବର ନାହିଁ । February 20, 2020 | Sandhan News | ଅଧିକ ପଢନ୍ତୁ ସମ୍ବଲପୁରରେ ଆୟୋଜିତ ହେବ ମାଁ ସମଲେଶ୍ୱରୀ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମ୍ମେଲନ୍ ୨୦୨୬ October 7, 2025 | Hemanta Bhainsa | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ହରିଦାସପୁର ପୋଷ୍ଟ ଅଫିସରେ କମ୍ପୁଟର ଅଚଳ, ଡାକସେବା ବାଧାପ୍ରାପ୍ତ June 26, 2019 | Manas Kumar Rout | ଅଧିକ ପଢନ୍ତୁ
ରେଳରାସ୍ତାକୁ ବେଆଇନ ମାଟି ଚାଲାଣ: ପ୍ରଶାସନ ନିକଟରେ ଖବର ନାହିଁ । February 20, 2020 | Sandhan News | ଅଧିକ ପଢନ୍ତୁ
ସମ୍ବଲପୁରରେ ଆୟୋଜିତ ହେବ ମାଁ ସମଲେଶ୍ୱରୀ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମ୍ମେଲନ୍ ୨୦୨୬ October 7, 2025 | Hemanta Bhainsa | ଅଧିକ ପଢନ୍ତୁ