ପୁରୀରେ ହବିଶ୍ୟାଳି ମାନଙ୍କୁ ଭେଟିଲେ ମୁଖ୍ୟ ମନ୍ତ୍ରୀ

Spread the love

ପୁରୀ: ୧୨/୧୧/୨୬ (ସନ୍ଧାନ ନ୍ୟୁଜ) ପୁରୀରେ କାର୍ତ୍ତିକ ମାସରେ ବ୍ରତ ପାଳନ କରୁଥିବା ୨୫୪୬ ହବିଶ୍ୟାଳୀ ମାନଙ୍କୁ ଭେଟିଲେ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ରାଜ୍ୟ ସରକାର ତରଫ ରୁ ଏଥର ଅନ ଲାଇନ ମାଧ୍ୟମ ରେ ପଞ୍ଜୀକୃତ ହୋଇ ଥିବା ଓଡିଶା ର ୨୫୪୬ ହାବିଶ୍ୟାଳୀ ମା ମାଉସୀ ମାନଙ୍କୁ ରହିବା ଖାଇବା ଓ ଜଗନ୍ନାଥ ମହାପ୍ରଭୁ ଙ୍କ ଦର୍ଶନ ମାଗଣା ରେ କରାଇ ଵାକୁ ନିଷ୍ପତ୍ତି ହୋଇ ଥିଲା। ଏହା ଠିକ୍ ଭାବରେ ଚାଲିଛି କି ନାହିଁ ସେ ସଂପର୍କ ରେ ପାଚେରୀ ବୁଝି ଥିଲେ। ମୂଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ମା, ମାଉସୀ ମାନେ ଶଙ୍ଖ ହୁଳ ହୁଳି ଦେଇ ମୂଖ୍ୟମନ୍ତ୍ରୀ ଙ୍କୁ ସ୍ଵାଗତ କରିଥଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଡ ହସ୍ତ ରେ ହବିଶ୍ୟାଲୀ  ମାନଙ୍କୁ ପ୍ରଣାମ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିଯୁଜ ସନ୍ଧନ୍।

Related Posts

About The Author

Add Comment