ନୟାଗଡ : ୧୧/୧୧/୨୬ (ସନ୍ଧାନ ନ୍ୟୁଜ) ନୟାଗଡ ଜିଲ୍ଲା ଅନ୍ତର୍ଗତ ନବଘନପୂର ଉଚ୍ଚ ବିଦ୍ୟାଳୟ ର ସୁରଭି କାର୍ଯକ୍ରମ କୁ ଉଦଘାଟନ କଲେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ। ଜିଲ୍ଲାପାଳ ବିଦ୍ୟାଳୟ ରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ଶତାଧିକ ଲୋକ ତାଙ୍କୁ ସ୍ୱାଗତ କରି ଥିଲେ। ସେମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ, ଶିକ୍ଷା ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶିଶୁ ମାନେ ସମାଜ ର ଫୁଲ ସଦୃଶ, ସେମାନେ କିପରି ବିକଶିତ ହେବେ ତାହା ଆମର ଦାୟିତ୍ବ ବୋଲି ଜିଲ୍ଲାପାଳ ମତ ଦେଇ ଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ପୁରସ୍କାର ପ୍ରଦାନ କରି ଥିଲେ। ପ୍ରଧାନ ଶିକ୍ଷକ ଅତିଥି ପରିଚୟ ଓ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୁଜ ସଂଧନ।
ନବଘନପୁର ଉଚ୍ଚ ବିଦ୍ୟାଳୟର ୨୦୨୬ର ସୁରଭି କାର୍ଯକ୍ରମ କୁ ଉଦଘାଟନ କଲେ ନୟାଗଡ ଜିଲ୍ଲାପାଳ।
|
November 11, 2026 |



