ଏଣିକି ସଚିବ ମାନେ ପ୍ରତି ଜିଲ୍ଲା କୁ ଯାଇ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର କରିବେ ସମୀକ୍ଷା।

Spread the love

ଭୁବନେଶ୍ୱର, ୨୫/୫/୨୬ (ସନ୍ଧାନ ନ୍ୟୁଜ )  ଦୀର୍ଘ ଚବିଶ ବର୍ଷ ର ବିଜୁ ଜନତା ଦଳ ଶାସନ ର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିଛି ଓଡିଶା ରେ। ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକ ର ସଫଳ ରୂପାୟନ ସଂପର୍କରେ ଅବଗତ ହେବା ପରେ ସରକାର ଙ୍କୁ ରିପୋର୍ଟ୍ ପ୍ରଦାନ କରିବେ ସଚିବମାନେ। ଏ କଥା କହିଛନ୍ତି ଓଡିଶା ର ଉନ୍ନୟନ କମିଶନର। ସେ ଚିଠି ଲେଖି ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରତି ଜିଲ୍ଲା କୁ ଯାଇ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କରି ସରକାର ଙ୍କୁ ରିପୋର୍ଟ୍ ଦେବା ଓ ଯୋଜନା ଗୁଡିକ କିପରି ଲୋକ ଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଜିଲ୍ଲାପାଳ ଙ୍କୁ ତାଗିଦ୍ କରିବେ ସଚିବ। ଏହା ଦ୍ବାରା ବିଜେପିକୁ ଲୋକେ ଭଲ ଭାବରେ ବୁଝିଯିବେ ବୋଲି ସଂସ୍କୃତି ବିଭାଗ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment