ସାହାପଡ଼ାରେ ମଦର ବନ୍ୟା ପ୍ରଶାସନ ନିରବ ଦ୍ରଷ୍ଟା ସାହିଛି

Spread the love

ଯାଜପୁର ସଦର,  ୧୧/୩/୨୬ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସଲପୁର ବ୍ଲକ ଅନ୍ତର୍ଗତ ସା।ପଡ଼ା ଗ୍ରାମରେ ନିର୍ଘ ଦିନ ଧରି ମଦ ବ୍ୟବସାୟ କରୁଥିବା ମଦ ମାଫିଆ ମାନେ ରାଜ୍ ଚଳାଇ ଥିବା ବେଳେ ଏହା ଉର୍ଗ ରୂପ ଧାରଣ କରିବା ସହିତ ପରିସ୍ଥିତି ଅଣଆୟତ ହୋଇଥିଲ। ଏଠାରେ ସୂଚନା ଯୋଗ୍ୟ ଯେ ବେଆଇନ୍ ଭାବରେ ମଦ କାରବାର ଘଟଣାକୁ ନେଇ ବାରମ୍ଵାର ପ୍ରଶାସନ ନିକଟରେ ଅଭିଯୋଗ ହେଉଥିବାବେଳେ ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନ ଅବକାରୀ ବିଭାଗ ଚେଇଁ ଶୋଇଥିବାରୁ ଏପରି ଘଟଣା ଦେଖିବାକୁ ମିଳିଲା ସାହାପଡ଼। ଗ୍ରାମର ମହିଳା ଗ୍ରୁପ୍ ର ମହିଳା ଏକତ୍ରିତ ହୋଇ ବେଆଇନ ଭାବେ ମଦ ବିକ୍ରି କରୁଥିବା ବେପାରି ଘର ଆଗରେ ମହିଳା ମାନେ ଏକତ୍ରିତ ହୋଇ ଟାୟାର ଜାଳି ଧାରଣା ଦେଇ ଏହାର ପ୍ରତିବାଦ କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ବ୍ରହ୍ମବରଦା ପୋଲିସ୍ ମହିଳା ମାନଙ୍କୁ ବୁଝା ସୁଝା କରିବାର ସୁଯୋଗ ନେଇ ଗଚ୍ଛିତ କରି ରଖିଥିବା ମଦ ଗୁଡିକ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରିଥିଲା ମଦ ବେପାରି ଦୁଇ ଜଣ ଫେରାର୍ ଥିବାରୁ ଏ ନେଇକ ଉତ୍ତେଜନା ଦେଖାଦେଇ ଥିଲା । ଏହି ପଞ୍ଚ।ୟତରେ ବିଭିନ୍ନ ଜାଗାରେ ଚେ।ରା ରେ ମଦ ବିକ୍ରି କରାଯାଉ ଥିବା ବେଳେ ଧମିବାର ନା ନେଉ ନି ଚେରାମଦ ମିଳୁଥିବାରୁ ଯୁବକ ମାନେ ପଥ ଭ୍ରଷ୍ଟ ହେଉଥିବା ଦେଖିବାକୁ ମିଳୁଚି ଉପଦ୍ରବରେ ଅସାନ୍ତ ହେଉଥିବା ବେଳେ ପାରିବାରିକ ଅଶାନ୍ତି । ହତ୍ୟାକାଣ୍ଡ, ଚେରି, ରାହାଜାନି,ଗଣ୍ଡଗୋଳ ଲାଗି ରହିଛି । ମଦ୍ୟତାଙ୍କ ଦୋରାତ୍ମାରେ ସ୍କୁଲ, କଲେଜର ଛାତ୍ର, ଛାତ୍ରୀ ନିରାପଦ ମଣୁନାହାନ୍ତି । ଶେଷର ଆଜି ସାହାପଡ଼ା ଗ୍ରାମରେ ମହିଳା ମାନେ ଏକତ୍ରିତ ହୋଇ କାଳିମନ୍ଦିର ପାଖରେ ଥିବା ପ୍ରଶାନ୍ତ ବେହେରାଙ୍କ ଘର ଆଗରେ ଲକ୍ଷ୍ମୀନାରାୟଣ ଗୋଷ୍ଠି ୩ ରୁ ୪ ଟି ଗୋଷ୍ଠିର ମହିଳା ସାମିଲ ହୋଇ ଏହାର ପ୍ରତିବାଦ କରିଥିଲେ । ଚେରା ମଦ ବିପାରି ପ୍ରଶାନ୍ତଙ୍କ ପୁଅ ଏକ କଟୁରି ଧରି ମହିଳା ମାନଙ୍କୁ ଭୟଭିତ କରିବା ସହିତ ରାସ୍ତାରେ ଯାଉଥିବା ହାଡିବନ୍ଧୁ ମଲିକଙ୍କୁ ମାଡ଼ ମାରି ଫେରାର ହୋଇଯାଇଥିଲା । ଏଥିରେ ମହିଳା ମାନେ ଉତ୍ତ୍ୟକ୍ତ ହୋଇ ଟାୟାର ଜାଳି ରାସ୍ତାରୋକ କରିଥିଲେ । ବ୍ରହ୍ମବରଦା ଥାନା ପୋଲିସ୍ ପହଞ୍ଚି ଉତ୍ତେକ୍ତ ମହିଳା ଙ୍କୁ ବୁଝା ସୁଝା କରୁଥିବା ବେଳେ ପ୍ରଶାନ୍ତ ଏବଂ ତାଙ୍କ ପୁଅ କୁ ମହମୁଦ୍ ଥିବା ମଦ କୁ ଜବଦ କରିବା ସହ ତାଙ୍କୁ ବରଫ କରିବା କରିବା ପାଇଁ ଦାବି କରିଥିଲେ । ବ୍ରହ୍ମବରଦା ପୋଲିସ୍ ଆସିବା ଜାଣି ଘରେ ମହଜୁଦ୍ ରଖିଥିବା ମଦକୁ ଅନ୍ୟ ଜାଗାକୁ ନେଇଯିବା ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିଲେ । ଯାହାକୁ ନେଇ କଣ୍ଢେଇ ମଲିକ, ଦି ପା ମଲିକ,ଲକ୍ଷ୍ମୀପ୍ରୀୟା ମଲିକ, ସଞ୍ଜୁଲତା ମାଲିକ, ଶଶି ମାଲିକ, ତିଳୋତମା ଦଳେଇ, ନିମ ଦ୬ଳଇ, ଜୟନ୍ତୀ ମାଲିକଙ୍କ ସହିତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ବ୍ରହ୍ମବରଦା ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହିତ ବାପ ପୁଅଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏଠାରୁ ଚେ।ରା ମଦ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ କରା ନ ଗଲେ ରାଜ ରାସ୍ତାକୁ ଓହ୍ଲାଇବେବୋଲି ଚେତ।ବନି ଦେଇଛନ୍ତି

Related Posts

About The Author

Add Comment